ସମବେଶନ Samabeṡana

  • ସଂ. ବି — ବିବାହର ଚତୁର୍ଥ ରାତ୍ରିରେ ମୈଥୁନାର୍ଥ ବର— କନ୍ୟାଙ୍କର ଏକତ୍ର ଶୟନ; ଚତୁର୍ଥିକା — The ceremony of consummation held on the fourth night of marriage and consisting in both the bride and the bridegroom occupying the same bed