ସମବେକ୍ଷଣ Samabekshaṇa

  • ସଂ. ବି (ସମ୍+ଅବେକ୍ଷଣ) — ସମ୍ୟକ୍ରୂପେ ଦର୍ଶନ; ପର୍ଯ୍ୟବେକ୍ଷଣ (ବିଶ୍ୱକୋଷ) — Observation