ସମନ୍ୱିତ Samanwita

  • ସଂ. ବିଣ (ସମ୍+ଅନ୍ୱିତ) — ମିଳିତ; ସଂଯୁକ୍ତ — Connected or joined with
  • ସଂ. ବିଣ (ସମ୍+ଅନ୍ୱିତ) — ସମଭିବ୍ଯାହାରଦ୍ୱାରା ଯୁକ୍ତ — Possessed of; accompanied by; followed by