ସମନ୍ଧ Samandha

  • ଗ୍ରା. ବି (ସଂ. ସମ୍ବନ୍ଧ) — ସମ୍ବନ୍ଧ; ସମ୍ପର୍କ — Relation; connection
  • ଗ୍ରା. ବି (ସଂ. ସମ୍ବନ୍ଧ) — ବିବାହଦ୍ୱାରା ବନ୍ଧୁତା ସମ୍ପର୍କ — Relationship by marriage
  • ବିଣ — ସମ୍ବନ୍ଧୀୟ; ସଂପର୍କୀୟ — Relating to
  • ବିଣ — [ଦ୍ର—କରଣୀ ଲେଖାରେ ଏହି ଶବ୍ଦର ସାଙ୍କେତିକ। ସ୍ମ।]