ସମନ୍ ଜାରି Saman-jāri

  • ବୈଦେ. ବି (କଚିରିଆ) — ଯେଉଁ ବ୍ଯକ୍ତିକୁ ସମନ କରାଯାଏ ତାହା ନିକଟରେ ଉକ୍ତ ସମଲ୍କୁ ପହଞ୍ଚାଇ ତାକୁ ଦିଆଇବା — Service of a summons
  • ବୈଦେ. ବି (କଚିରିଆ) — [ଦ୍ର—ଆଇନ ଅନୁସାରେ ଯେଉଁ ବ୍ଯକ୍ତିଙ୍କୁ ଅଦାଲତରେ ହାଜର ହେବା ପାଇଁ ସମନ କରାଯାଏ ଉକ୍ତ ସମନ ସ୍ୱୟଂ ସେ ବ୍ଯକ୍ତି ଉପରେ କିମ୍ବା ତାହାର କ୍ଷମତାପ୍ରାପ୍ତ ଏଜେଣ୍ଟ୍ ଉପରେ ଜାରି କରାଯାଏ କିମ୍ବା ତାହାର ଏକାନ୍ନବର୍ତ୍ତୀ ପରିବାରର କୌଣସି ସାବାଳକ ବ୍ଯକ୍ତି ଉପରେ ଜାରି କରାଯାଏ; କିମ୍ବା ସେ ନିଜେ ଘରେ ନ ମିଳିଲେ କିମ୍ବା ସମନ ନେବାକୁ ତା ପରିବାରର ଅନ୍ଯ କେହି ଉପଯୁକ୍ତ ବ୍ଯକ୍ତି ନ ମିଳିଲେ ତାହାର ବାସଗୃହର ସଦର ଦରୋଜାରେ ପିଆଦା ସମନକୁ ଟାଙ୍ଗିଦିଏ।]