ସମନ୍ ଖରଚା Samana kharachā
- (ସମନ୍ଖର୍ଚା—ଅନ୍ଯରୂପ) ସମନ ଯାରି କରାଇବା ପାଇଁ ସରକାରଙ୍କ ଠାରେ ପ୍ରାର୍ଥୀର ଡିପାଜିଟ୍ କରିବା ସବୁ ପ୍ରକାରର ଖରଚ [ଯଥା—ସାକ୍ଷୀଙ୍କ ଖୋରାକ ଓ ରାସ୍ତା ଖର୍ଚ୍ଚ] — Expense deposited for the issue of summons
- (ସମନ୍ଖର୍ଚା—ଅନ୍ଯରୂପ) ସମନ୍ ମିଆଦ (ଦେଖ) — Saman miādi (See)