ସମନ୍ କରିବା Saman karibā

  • ବୈଦେ. ବି (କଚିରିଆ) — ସାକ୍ଷୀ, ପ୍ରତିବାଦୀ ବା ଆସାମୀକୁ ନିର୍ଦ୍ଦିଷ୍ଟ ତାରିଖରେ ହାଜର ହେବା ପାଇଁ ତା ପାଖକୁ ପରାବାନା ପଠାଇବା ବା ତାକୁ ତଲବ କରିବା — To summon a witness or an accused or a defendant
  • ବୈଦେ. ବି (କଚିରିଆ) — [ଦ୍ର—ଅଦାଲତ ସାକ୍ଷୀଙ୍କୁ ବା ପକ୍ଷଙ୍କୁ ସମନ କରନ୍ତି ଓ ପକ୍ଷ ନିର୍ଦ୍ଦିଷ୍ଟ ସାକ୍ଷୀଙ୍କ ବା ଅପର ପକ୍ଷଙ୍କୁ ଅଦାଲତଙ୍କ ଦ୍ୱାରା ସମନ କରାନ୍ତି।]