ସମନାଥ Samanātha
- ଗ୍ରା. ବି —(ସଂ. ସୋମନାଥ) — ସୋମନାଥର ଡାକନାମ — Nickname for calling Somanātha
- ଗ୍ରା. ବି —(ସଂ. ସୋମନାଥ) — ହାତର ଅଳଙ୍କାର ବିଶେଷ — A kind of ornament for the hand
- ଗ୍ରା. ବି —(ସଂ. ସୋମନାଥ) — [ଉ— ଖଞ୍ଜି କରେ ଚୁଡ଼ି ଗୁଞ୍ଜର ବନ୍ଧ ସମନାଥ ଗରଗଡ଼ିଆ— ପ୍ରାଚୀ, ରହସ୍ୟମଞ୍ଜରୀ]