ସମଝ୍ଦାର୍, ସମୁଝ୍ଦାର୍ Sama(u)jh-dār
- ଦେ. ବିଣ. ପୁଂ ଓ ସ୍ତ୍ରୀ (ଓ ସମଜ ଓ ଫା. ଦାର୍) — ଯେ କୌଣସି ବିଷୟକୁ ଉତ୍ତମରୂପେ ବୁଝେ; ବୋଦ୍ଧା; ଯେ ବୁଝି ପାରେ — A person who understands or dives into every matter; sensible; appreciating; having strong commom sence
- ଦେ. ବିଣ. ପୁଂ ଓ ସ୍ତ୍ରୀ (ଓ ସମଜ ଓ ଫା. ଦାର୍) — ବୁଦ୍ଧିମାନ୍ — Intelligent; grasping
- ଦେ. ବିଣ. ପୁଂ ଓ ସ୍ତ୍ରୀ (ଓ ସମଜ ଓ ଫା. ଦାର୍) — ବିଜ୍ଞ — Wise
- ଦେ. ବିଣ. ପୁଂ ଓ ସ୍ତ୍ରୀ (ଓ ସମଜ ଓ ଫା. ଦାର୍) — ବିବେଚକ — Considerate