ସମଝାଇବା, ସମୁଝାଇବା Samujhā(u)ibā

  • ଦେ. କ୍ରି (ସଂ. ସମ+ଜ୍ଞାପକ; ସମଜିବା) କ୍ରିୟାର ଣିଜନ୍ତ ରୂପ) — ହୃଦୟଙ୍ଗମ କରାଇବା; ବୁଝାଇବା; ବୋଧଗମ୍ୟ କରାଇବା — To cause to understand; to make a person; understand or grasp a matter
  • ଦେ. କ୍ରି (ସଂ. ସମ+ଜ୍ଞାପକ; ସମଜିବା) କ୍ରିୟାର ଣିଜନ୍ତ ରୂପ) — (ଉ—ତପବ୍ରତେ ସେବି ତାହାଙ୍କୁ ସମଝାଅ। କୃଷ୍ଣସିଂହ, ମହାଭାରତ।)
  • ଦେ. କ୍ରି (ସଂ. ସମ+ଜ୍ଞାପକ; ସମଜିବା) କ୍ରିୟାର ଣିଜନ୍ତ ରୂପ) — ଅର୍ଥ ବୁଝାଇବା — To explain in the meaning
  • ଦେ. କ୍ରି (ସଂ. ସମ+ଜ୍ଞାପକ; ସମଜିବା) କ୍ରିୟାର ଣିଜନ୍ତ ରୂପ) — ସ୍ପଷ୍ଟ ବା ବିଷଦରୂପେ କହିବା — To speak in detail
  • ଦେ. କ୍ରି (ସଂ. ସମ+ଜ୍ଞାପକ; ସମଜିବା) କ୍ରିୟାର ଣିଜନ୍ତ ରୂପ) — (ଉ—ମୁହିଁ ଜ୍ଞାନହୀନ କିଛି ବୁଝି ପାରୁ ନାହିଁ, ତୁମ୍ଭେ କ୍ରୋଧୀ ନୋହି କହ ମୋତେ ସମଜାଇ। ତୁଳସୀ ବିକ୍ରମ ରାମାୟଣ।)
  • ଦେ. କ୍ରି (ସଂ. ସମ+ଜ୍ଞାପକ; ସମଜିବା) କ୍ରିୟାର ଣିଜନ୍ତ ରୂପ) — ପ୍ରବର୍ତ୍ତାଇବା; ମଙ୍ଗାଇବା — To persuade
  • ଦେ. କ୍ରି (ସଂ. ସମ+ଜ୍ଞାପକ; ସମଜିବା) କ୍ରିୟାର ଣିଜନ୍ତ ରୂପ) — (ଉ—ଘେନି ଘେନାଇ ଯାଇ, କହିବା ସମଜାଇ। କବିସୂର୍ଯ୍ୟ, କିଶୋରୀଚମ୍ପୂ, ଘ ଗୀତ।)