ସମଜ୍ୟା Samajyā
- ସଂ. ବି (ସମ=ଏକତ୍ର+ଅଜ ଧାତୁ=ଗମନ କରିବା+ ଅଧିକରଣ. ଯ+ଅ; ଯେଉଁଠାକୁ ସଭ୍ୟମାନେ ଏକତ୍ରେ ଯାଆନ୍ତି) — ସମାଜ — Society
- ସଂ. ବି (ସମ=ଏକତ୍ର+ଅଜ ଧାତୁ=ଗମନ କରିବା+ ଅଧିକରଣ. ଯ+ଅ; ଯେଉଁଠାକୁ ସଭ୍ୟମାନେ ଏକତ୍ରେ ଯାଆନ୍ତି) — ସଭା — Association; assembly; meeting
- ସଂ. ବି (ସମ=ଏକତ୍ର+ଅଜ ଧାତୁ=ଗମନ କରିବା+ ଅଧିକରଣ. ଯ+ଅ; ଯେଉଁଠାକୁ ସଭ୍ୟମାନେ ଏକତ୍ରେ ଯାଆନ୍ତି) — (+କର୍ତ୍ତୃ ଯ+ଅ) କୀର୍ତ୍ତି; ଯଶଃ — Fame; renown