ସମଜିବା Samajibā

  • ଦେ. କ୍ରି (ସଂ ସମ୍=ସମ୍ୟକ୍+ଜ୍ଞା+ବା ଧ୍ୟୈ ଧାତୁ) — କୌଣସି ବିଷୟର ତଥ୍ୟକୁ ଉତ୍ତମରୂପେ ବୁଝିବା; ହୃଦୟଙ୍ଗମ କରିବା — To thoroughly understand or grasp a thing
  • ଦେ. କ୍ରି (ସଂ ସମ୍=ସମ୍ୟକ୍+ଜ୍ଞା+ବା ଧ୍ୟୈ ଧାତୁ) — (ଉ—ସମଜଇ ନାହିଁ ନୁହଇ କନ୍ଧ। କବିସୂର୍ଯ୍ୟ, କବିତା)
  • ଦେ. କ୍ରି (ସଂ ସମ୍=ସମ୍ୟକ୍+ଜ୍ଞା+ବା ଧ୍ୟୈ ଧାତୁ) — ଅର୍ଥ ବୁଝିବା — To comprehend the meaning of a thing
  • ଦେ. କ୍ରି (ସଂ ସମ୍=ସମ୍ୟକ୍+ଜ୍ଞା+ବା ଧ୍ୟୈ ଧାତୁ) — (ଉ—ସମଜଇ ନାହିଁ ସ୍ୱଜାତି ଭାଷା। କବିସୂର୍ଯ୍ୟ, କବିତା।)
  • ଦେ. କ୍ରି (ସଂ ସମ୍=ସମ୍ୟକ୍+ଜ୍ଞା+ବା ଧ୍ୟୈ ଧାତୁ) — (ସଂ. ସମଞ୍ଜ୍ ଧାତୁରୁ) ପରସ୍ପରର ଅର୍ଥ ବୁଝିନେବା — To have a mutual clear understanding
  • ଦେ. କ୍ରି (ସଂ ସମ୍=ସମ୍ୟକ୍+ଜ୍ଞା+ବା ଧ୍ୟୈ ଧାତୁ) — [ଦ୍ର—ବିବାହମନ୍ତ୍ରରେ ପୁରୋହିତ ବରକନ୍ୟାଙ୍କୁ ସମ୍ବୋଧନ କରି କହନ୍ତି; 'ପରସ୍ପରଂ ସମଞ୍ଜଥା' ଅର୍ଥାତ୍ ତୁମ ଦୁହିଙ୍କର ବିବାହ କରିବାରେ ଇଚ୍ଛା ଅଛି କି ନାହିଁ, ଦୁହେଁ ଉତ୍ତମରୂପେ ବୁଝିନିଅ।]