ସମଜା ସମଜି Samajā samaji

  • ଦେ. ବି — ଉତ୍ତମରୂପେ ବୁଝାଇବା — Clearly explaining a matter
  • ଦେ. ବି — ପରସ୍ପରକୁ ବୁଝାଇବା; ବୁଝା— ବୁଝି — Mutual explanation
  • ଦେ. ବି — ପରସ୍ପରର ଅର୍ଥ ପରସ୍ପର ବୁଝିବା — Mutual understanding of each other's meaning