ସମଙ୍ଗା Samangā

  • ସଂ. ବି—(ସମ୍=ଏକତ୍ର+ଅନ୍ଗ ଧାତୁ=ଗମନ କରିବା, ଉତ୍ପନ୍ନ ହେବା+କର୍ତ୍ତୃ+ଅ+ଆ) — ମଞ୍ଜିଷ୍ଠା; ଲତା — The Indian madder creeper; Rubia Munjistha; Rubia Cordifolia
  • ସଂ. ବି—(ସମ୍=ଏକତ୍ର+ଅନ୍ଗ ଧାତୁ=ଗମନ କରିବା, ଉତ୍ପନ୍ନ ହେବା+କର୍ତ୍ତୃ+ଅ+ଆ) — ଲଜ୍ଜାଳୁଲତା — A bushy creeper; Mimosa Pudica
  • ସଂ. ବି—(ସମ୍=ଏକତ୍ର+ଅନ୍ଗ ଧାତୁ=ଗମନ କରିବା, ଉତ୍ପନ୍ନ ହେବା+କର୍ତ୍ତୃ+ଅ+ଆ) — ବାଳା; ଏକପ୍ରକାର ସୁଗନ୍ଧ ଘାସ — A kind of sweet scented grass; Andropogen Schaeonanthes
  • ସଂ. ବି—(ସମ୍=ଏକତ୍ର+ଅନ୍ଗ ଧାତୁ=ଗମନ କରିବା, ଉତ୍ପନ୍ନ ହେବା+କର୍ତ୍ତୃ+ଅ+ଆ) — ସୁଗନ୍ଧ କ୍ଷୁପବିଶେଷ; କୁରୁବେଲି; ବାଳା — A kind of sweet scented bush; Pavonia Odorata