ସମଗ୍ର Samagra

  • ସଂ. ବିଣ (ସମ୍=ସମୂହ+ଗ୍ରହ୍ ଧାତୁ=ଗ୍ରହଣ କରିବା+ କର୍ତ୍ତୃ. ଅ) — ସମସ୍ତ; ସମୁଦାୟ; ସକଳ — All entire; whole
  • ସଂ. ବିଣ (ସମ୍=ସମୂହ+ଗ୍ରହ୍ ଧାତୁ=ଗ୍ରହଣ କରିବା+ କର୍ତ୍ତୃ. ଅ) — ସଂପୂର୍ଣ୍ଣ — Complete; full