ସମଗ୍ର ଯମକ Samagra j̄amaka

  • ସଂ. ବି (ଅଳଙ୍କାର) — ଯମକ ବିଶେଷ — A kind of alliteration
  • ସଂ. ବି (ଅଳଙ୍କାର) — [ଦ୍ର—ଯେଉଁ ରଚନାରେ ପଦରେ ବାଂରବାର ବା ସବୁ ଅଂଶରେ ଯମକ ଥାଏ ତାକୁ ସମଗ୍ର ଯମକ ବୋଲାଯାଏ। ଉ—କୁନ୍ଦର କୋରକର ସୁନ୍ଦର ସୁର ଦର ହୃଦର ହର— ପରଶର ଭଙ୍ଗୀର ପରସ୍ପର ସଙ୍ଗୀର ଗିରିବର— ଯୋଗିର ଧୀରପୁର ଚୋର—ଅଭିମନ୍ୟୁ, ବିଦଗ୍ଧଚିନ୍ତାମଣି।]