ସମଗରା ଦହ Samagarā daha

  • ଦେ. ବି — ପୁରୀ ସହରର ନିକଟବର୍ତ୍ତୀ ପାଟ; ସମଙ୍ଗ ପାଟ; ସରହ୍ରଦ — Name of a shallow expanse of water near the town of Puri
  • ଦେ. ବି — [ଦ୍ର—ଏଥିରେ ବର୍ଷାଦିନେ ପାଣି ଭର୍ତ୍ତି ହୋଇଯାଏ ଓ ଖରାଦିନେ ଦାଳୁଅଧାନ ହୁଏ ସରହ୍ରଦ ଦେଖ।]
  • ଦେ. ବି — [ଉ— 1 । ରାତ୍ରେ ଶୀତ ବାତେ ସମଗରା ଦହୁଁ ପ୍ରସ୍ତୁତ ହୋଇ କୁହୁଡ଼ି, 2 । ସମଗରା ପାଟେ ହଂସ ହଂସୀ ପଦ୍ମ ପରାଗ ଶରୀରେ ବୋଳି। ରାଧାନାଥ, ପାର୍ବତୀ।] — [ଉ—1 ରାତ୍ରେ ଶୀତ ବାତେ ସମଗରା ଦହୁଁ ପ୍ରସ୍ତୁତ ହୋଇ କୁହୁଡ଼ି,2 ସମଗରା ପାଟେ ହଂସ ହଂସୀ ପଦ୍ମ ପରାଗ ଶରୀରେ ବୋଳି ରାଧାନାଥ, ପାର୍ବତୀ]