ସମ ଯୋଗ୍ୟ Sama j̄ogya

  • ସଂ. ବିଣ. ପୁଂ (ସମ=ସମାନ ରୂପେ+ଯୋଗ୍ୟ; କର୍ମଧା) — ସମକକ୍ଷ; ସମତୁଳ — Equal similar
  • ସଂ. ବିଣ. ପୁଂ (ସମ=ସମାନ ରୂପେ+ଯୋଗ୍ୟ; କର୍ମଧା) — ସମାନ ରୂପେ ଯୋଗ୍ୟ — Equally fit