ସମ ବେଦନା Samabedanā

  • ସଂ. ବି (ଆଧୁନିକ ବ୍ୟବହାର) — ଅନ୍ୟର ଦୁଃଖରେ ଦୁଃଖାନୁଭବ; ବେଦନାପ୍ରାପ୍ତ ବା ଦୁର୍ଦ୍ଦଶାଗ୍ରସ୍ତ ବ୍ଯକ୍ତି ପ୍ରତି ସହାନୁଭୂତି — Sympathy with a suffering person; commiseration
  • ସଂ. ବି (ଆଧୁନିକ ବ୍ୟବହାର) — (ଉ—ପକାଏ କେବଳ ମାତ୍ର କଣ୍ଟକ ସେ ପଥେ ସମବେଦନାର, ନାଥ! ଏହି ତାର ରୀତି। ରାଧାନାଥ, ମହାଯାତ୍ରା।)
  • ଦେ. ବି — ଅନ୍ୟର ସୁଖ ଦୁଃଖରେ ସହାନୁଭୂତି — Fellow-feeling (in joy and grief)