ସମ ପଦସ୍ଥ Sama padastha

  • ସଂ. ବିଣ (ସମପଦ+ସ୍ଥା, ଧାତୁ+କର୍ତ୍ତୃ. ଅ) — ତୁଲ୍ୟ ରୂପ ପଦ ବା ପଦବୀ ଯୁକ୍ତ — Of equal position or grade
  • ସଂ. ବିଣ (ସମପଦ+ସ୍ଥା, ଧାତୁ+କର୍ତ୍ତୃ. ଅ) — ତୁଲ୍ୟ ସମ୍ମାନବିଶିଷ୍ଟ — Occupying equal position of respect