ସମ ଦର୍ଶନ Sama darṡana
- ସଂ. ବି (କର୍ମଧା) — ସବୁ ବିଷୟ ପ୍ରତି ଧୀର ବିଚାର ପୂର୍ବକ ଦୃଷ୍ଟି — Moderate or calm view of every matter
- ସଂ. ବି (କର୍ମଧା) — ଅପକ୍ଷାପାତ ଦୃଷ୍ଟି — Impartial view of things
- ସଂ. ବି (କର୍ମଧା) — ତତ୍ତ୍ୱଜ୍ଞାନ — Knowledge of the Essence of things
- ସଂ. ବି (କର୍ମଧା) — ସବୁ ବିଷୟ ଓ ଭୂତ ପ୍ରତି ତୁଲ୍ୟ ଦୃଷ୍ଟି — Equal look or consideration for all
- ବିଣ. ପୁଂ (ବହୁବ୍ରୀହି; ସମ=ସମାନ ଅଟେ ଦୃଷ୍ଟି= ଦର୍ଶନ ଯାହାର) — ସମଦର୍ଶୀ (ଦେଖ) — Samadarṡī (See)