ସମ ଗନ୍ଧିକ Sama gandhika

  • ସଂ. ବି (ସମ+ଗନ୍ଧ+ଅଛି ଅର୍ଥରେ ଇକ) — ଉଶୀର; ବେଣା ମୂଳ — The fragrant root of the Andropogen Muricatus grass
  • ସଂ. ବିଣ — ତୁଲ୍ୟ ଗନ୍ଧ ବିଶିଷ୍ଟ — Having similar smell