ସଭ୍ୟତା Sabhyatā
- ସଂ. ବି (ସଭ୍ୟ+ଭାବ. ତା, ତ୍ୱ) — ସାମାଜିକତା — Sociableness
- ସଂ. ବି (ସଭ୍ୟ+ଭାବ. ତା, ତ୍ୱ) — ଭଦ୍ରତା — Polished manners
- ସଂ. ବି (ସଭ୍ୟ+ଭାବ. ତା, ତ୍ୱ) — ଶିଷ୍ଟାଚାର; ସୌଜନ୍ୟ — Politeness; good manners
- ସଂ. ବି (ସଭ୍ୟ+ଭାବ. ତା, ତ୍ୱ) — ସାମାଜିକ ଉତ୍କର୍ଷ — Social excellence
- ସଂ. ବି (ସଭ୍ୟ+ଭାବ. ତା, ତ୍ୱ) — ମାର୍ଜିତ ରୁଚି ଓ ବ୍ଯବହାର — Polished mannerrs; good taste
- ସଂ. ବି (ସଭ୍ୟ+ଭାବ. ତା, ତ୍ୱ) — ସାହିତ୍ୟ; ବିଜ୍ଞାନ, ଦର୍ଶନ, ସୂକ୍ଷ୍ମଶିଳ୍ପ, ଶ୍ରମ— ଶିଳ୍ପ, ଧର୍ମନୀତି, ସାମାଜିକ ବିଜ୍ଞାନ ଆଦିର ଅନୁଶୀଳନ ଓ ପାଳନ ହେତୁ ମନୁଷ୍ୟ ହୃଦୟର ବ୍ଯକ୍ତିଗତ ଓ ବ୍ଯବହାରଗତ ଉତ୍କର୍ଷ — Excellence of mind and conduct due to one's following the various arts and sciences
- ସଂ. ବି (ସଭ୍ୟ+ଭାବ. ତା, ତ୍ୱ) — ସାହିତ୍ୟ; ବିଜ୍ଞାନାଦି ଚର୍ଚା, ଅନୁଶୀଳନ ଓ ପାଳନ ପୂର୍ବକ ଲୋକ ଯାତ୍ରା — Civilisation
- ସଂ. ବି (ସଭ୍ୟ+ଭାବ. ତା, ତ୍ୱ) — ଲୋକ ସମାଜରେ ମିଳିମିଶି ଚଳିବା ଭାବ — Fellowship