ସଭ୍ୟ ସମାଜ Sabhya samāja
- ସଂ. ବି ( 6 ଷ୍ଠୀ ତତ୍) — ସଭ୍ୟ ବ୍ଯକ୍ତିମାନଙ୍କର ସମାଜ — Civilised society
- ସଂ. ବି ( 6 ଷ୍ଠୀ ତତ୍) — ସଭ୍ୟବ୍ଯକ୍ତି ସମୂହ — The civilised persons
- ସଂ. ବି ( 6 ଷ୍ଠୀ ତତ୍) — ଜଗତର ଅଧିବାସୀମାନଙ୍କ ମଧ୍ୟରୁ ଯେଉଁମାନେ ସଭ୍ୟତାଲୋକ ପ୍ରାପ୍ତ ହୋଇଅଛନ୍ତି — The civilised world; that part of the worlds population which is civilised