ସଭ୍ୟ ହେବା Sabhya hebā

  • ଦେ. କ୍ରି — ସଭ୍ୟ ସମାଜର ଆଚାର ବ୍ଯବହାରରେ ଦୀକ୍ଷିତ ହେବା — To be civilised
  • ଦେ. କ୍ରି — ଭଦ୍ରତା ଶିକ୍ଷା କରିବା — To learn manners
  • ଦେ. କ୍ରି — ସଭ୍ୟତାନୁମତ ବ୍ଯବହାର କରିବା — To act politely
  • ଦେ. କ୍ରି — ଖିଅର ହେବା — To be shaven
  • ଦେ. କ୍ରି — [ଦ୍ର— ଅସଭ୍ୟ ଓ ଜଙ୍ଗଲି ଲୋକମାନେ ଖିଅର ନ ହୋଇ ମୁଣ୍ଡରେ ରୁଢ଼ ଓ ନଖ ଆଦି ବଢ଼ାନ୍ତି। ଏଥି ଯୋଗୁଁ ଖିଅର ହେବା ଅର୍ଥରେ 'ଭଦ୍ର ହେବା' ବା ସଭ୍ୟ ହେବା ବ୍ଯବହୃତ ହୁଏ।]