ସଭାପତିତ୍ୱ Sabhāpatitwa

  • ସଂ. ବି — ସଭାରେ ସଭାପତିରୂପେ କାର୍ଯ୍ୟ କରିବାର ଅବସ୍ଥା — Chairmanship; presidency
  • ସଂ. ବି — ସଭାପତିଙ୍କ ପଦ — The position or place of the president in a meeting