ସଭାଚାର Sabhāchāra

  • ସଂ. ବି (ସଭା+ଅଚାର) — ସମାଜରେ ଆଚରଣୀୟ ରୀତି — The customs of society (Apte)
  • ସଂ. ବି (ସଭା+ଅଚାର) — ରାଜସଭାର ଶିଷ୍ଟତାନୁମୋଦିତ ରୀତି — Court-manners (Apte)
  • ସଂ. ବି (ସଭା+ଅଚାର) — ସଭା ସମିତିରେ ଆଚରଣୀୟ ଆଦବକାଇଦା — Formalities or etiquette to be observed at a meeting
  • ସଂ. ବି (ସଭା+ଅଚାର) — [ଯଥା—ଜଣେ କହୁଥିଲା ବେଳେ ଅନ୍ଯ ଜଣେ କହିବେ ନାହିଁ; ସଭାପତିଙ୍କ ବିନାନୁମତିରେ କେହି ଉଠି କିଛି କହିବେ ନାହିଁ; କେହି ଶିଷ୍ଟତା ବିରୁଦ୍ଧ — (unparliamentary)ବାକ୍ୟ ବ୍ଯବହାର କରିବେ ନାହିଁ]