ସଭାଖାଈ Sabhākhāī
- ଦେ. ବି. ସ୍ତ୍ରୀ — ସବାଖାଈ (ଦେଖ) — Sabākhāī (See)
- ପ୍ରାଦେ. (ଗଞ୍ଜାମ) ବି — ଛାଡ଼ଖାଇ; କାର୍ତ୍ତିକ ମାସରେ ହବିଷ୍ୟ (ନିରାମିଷ ଭୋଜନ) କରୁଥିବା ବ୍ଯକ୍ତିମାନେ କାର୍ତ୍ତିକ ପୁର୍ଣ୍ଣିମା ବାସୀ ଦିନ ହବିଷ୍ୟ ବ୍ରତ ଉଦ୍ଯାପନ କରିବା ଉପଲକ୍ଷରେ ବନ୍ଧୁବାନ୍ଧବମାନଙ୍କୁ ନିମନ୍ତ୍ରଣ କରି ସେମାନଙ୍କ ସଙ୍ଗେ ସମସ୍ତ ପ୍ରକାର ଖାଦ୍ୟ ଖାଇବାରୂପ ଉତ୍ସବ — The feast held by persons who break the restricted fasting of the month of Kārttika and take all sorts of eatables on the morrow of the Kārttika full moon day