ସଭା ସମିତି Sabhā samiti

  • ସଂ. ବି—(ଏକାର୍ଥକ ସହଚର; ଆଧୁନିକ ପ୍ରୟୋଗ) — ସଭା ଆଦି — Meetings
  • ସଂ. ବି—(ଏକାର୍ଥକ ସହଚର; ଆଧୁନିକ ପ୍ରୟୋଗ) — ଛୋଟ ଓ ବଡ଼ ସଭାମାନ — Big and small meetings; assemblies and committees