ସଭା ମଣ୍ଡନ Sabhā maṇḍana

  • ସଂ. ବିଣ. ପୁଂ—(ସଭାର ମଣ୍ଡନ=ଭୂଷଣ) — ସଭାରେ ନିଜର ଉପସ୍ଥିତି ଦ୍ୱାରା ବା ନିଜର ପ୍ରତିଭା ବା କୃତିତ୍ୱ ଦେଖାଇବା ଦ୍ୱାରା ଯେଉଁ ବ୍ଯକ୍ତି ସଭାର ଅଳଙ୍କାର ରୂପେ ସଭାଜନମାନଙ୍କ ଦ୍ୱାରା ବିବେଚିତ ହୁଅନ୍ତି — (a person) Who by his presence or display of ability is considered as the ornament of an assemblage
  • ସଂ. ବିଣ. ପୁଂ—(ସଭାର ମଣ୍ଡନ=ଭୂଷଣ) — ପଣ୍ଡିତ ନର୍ତ୍ତକ, ଗାୟକ ଆଦିଙ୍କୁ ରାଜାମାନଙ୍କ ପ୍ରଦତ୍ତ ଉପାଧି ବିଶେଷ — A title given by Rājās to pandits, dancers and singers
  • ସଂ. ବି—( 6 ଷ୍ଠୀ ତତ୍) — ସଭା ଗୃହକୁ ସଜାଇବା; ସଭା ସଜ୍ଜା — The furnishing of the hall or place of a meeting