ସଭା ଭାଙ୍ଗିବା Sabhā bhāṅgibā
- ଦେ. କ୍ରି — ସଭାର କାର୍ଯ୍ୟ ସମାପ୍ତ ନ ହେଉଣୁ ତାହାକୁ ସ୍ଥଗିତ କରିବା — To dissolve a meeting before the conclusion of its proceeding
- ଦେ. କ୍ରି — ସଭାର କାର୍ଯ୍ୟ ସମାପ୍ତ ହେବା ପରେ ସଭାକୁ ସ୍ଥଗିତ କରିବା — To bring the proceeding of a meeting to conclusion
- ଦେ. ବି — ସଭାଭଙ୍ଗ — Dissolution or closing of a meeting
- ଦେ. ବି — [ଦ୍ର—ସଭାର କାର୍ଯ୍ୟ ନିର୍ବିଘ୍ନରେ ସମାପ୍ତ ହେଲେ ଫଳତଃ ସଭାପତିଙ୍କ ଆଦେଶରେ ସଭାଭଙ୍ଗ ହୁଏ। କିମ୍ବା ସଭାର କାର୍ଯ୍ୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଆପତ୍ତିଜନକ ବା ଅନିଷ୍ଟଜନକ ବିବେଚିତ ହେଲେ ସଭାର କାର୍ଯ୍ୟ ନ ସରୁଣୁ କର୍ତ୍ତୃପକ୍ଷଙ୍କ ଦ୍ୱାର ସ୍ଥଗିତ କରାଯାଏ; କିମ୍ବା ସଭାରେ ଆଲୋଚିତ ବା ଆଲୋଚନୀୟ ବିଷୟ ମୀମାଂସିତ ବା ଆଲୋଚିତ ନ ହେଉଣୁ ତହିଁର ବିରୋଧୀ ପକ୍ଷଙ୍କ ଦ୍ୱାରା ଗୋଳମାଳ ଭିଆ ହୋଇ ସଭା ଭଙ୍ଗ ହୁଏ।]