ସବ୍ୟେଷ୍ଠା Sabyeshṭhā

  • ସଂ. ବି (ସଂ. ସବ୍ଯେ=ବାମ ପାର୍ଶ୍ୱରେ+ସ୍ଥା ଧାତୁ= ରହିବା+ଅ; ପକ୍ଷେ ସବ୍ଯେ+ସ୍ଥା ଧାତୁ+ କର୍ତ୍ତୃ. ଅ; ସବ୍ଯେ+ସ୍ଥା ଧାତୁ+ତୃ; ଅଲୁକ୍ ସମାସ, ଯେ ରଥର ବାମ ପାଖରେ ଉପବେଶନ କରେ) — ରଥଚାଳକ; ସାରଥି — Charioteer; a car-driver
  • ସଂ. ବି (ସଂ. ସବ୍ଯେ=ବାମ ପାର୍ଶ୍ୱରେ+ସ୍ଥା ଧାତୁ= ରହିବା+ଅ; ପକ୍ଷେ ସବ୍ଯେ+ସ୍ଥା ଧାତୁ+ କର୍ତ୍ତୃ. ଅ; ସବ୍ଯେ+ସ୍ଥା ଧାତୁ+ତୃ; ଅଲୁକ୍ ସମାସ, ଯେ ରଥର ବାମ ପାଖରେ ଉପବେଶନ କରେ) — ରଥର ବାମ ପାର୍ଶ୍ୱରେ ଉପବିଷ୍ଟ ବୀର — A warrior who sits on the left side of the car