ସବ୍ୟ ସାଚୀ Sabya sāchī

  • ସଂ. ବିଣ. ପୁଂ (ସବ୍ୟ=ବାମ+ସର୍ ଧାତୁ=କ୍ଷେପଣ କରିବା+କର୍ତ୍ତୃ. ଇନ୍; 1 ମା. 1 ବ) — ଯେଉଁ ବ୍ଯକ୍ତି ବାମ ହସ୍ତ ଦ୍ୱାରା ଶର ନିକ୍ଷେପ କରେ — Able to shoot an arrow with the left hand
  • ସଂ. ବିଣ. ପୁଂ (ସବ୍ୟ=ବାମ+ସର୍ ଧାତୁ=କ୍ଷେପଣ କରିବା+କର୍ତ୍ତୃ. ଇନ୍; 1 ମା. 1 ବ) — ଯେଉଁ ବ୍ଯକ୍ତି ଉଭୟ ହାତ ଦ୍ୱାରା ଶର ନିକ୍ଷେପ କରିବାରେ ପଟୁ — Ambidexterous; using the left hand with as much facility as the right hand in shooting
  • ବି. ପୁଂ — ଅର୍ଜୁନଙ୍କ ନାମାନ୍ତର — A name of the 3rd Pāṇḍaba brother
  • ବି. ପୁଂ — [ଦ୍ର—ଅର୍ଜୁନ ଉଭୟ ହସ୍ତ ଦ୍ୱାରା ଶର ସନ୍ଧାନ କରି ପାରୁଥିଲେ।]