ସବ୍ରାତ୍ କରିବା Sab-rāt karibā

  • ଦେ. କ୍ରି — ଅପେକ୍ଷା କରିବା — To wait
  • ଦେ. କ୍ରି — ସହ୍ୟ କରିବା — To bear
  • ଦେ. କ୍ରି — ସମ୍ଭାଳି ଯିବା — To forbear
  • ଦେ. କ୍ରି — ଧୈର୍ଯ୍ୟ ସହକାରେ ରହିବା — To remain patient and calm