ସବ୍କମେଟୀ Sab kametī

  • ବୈଦେ. (ଇଂ) ବି — କୌଣସି କମିଟିର ବା ସମିତିର ଅଧୀନ ଛୋଟ କମେଟି — Sub-com-mittee
  • ବୈଦେ. (ଇଂ) ବି — [ଦ୍ର—କୌଣସି ସମିତିଙ୍କ ଦ୍ୱାରା ଯେଉଁ ଯେଉଁ ବିଶେଷ ବିଶେଷ କାର୍ଯ୍ୟର ବିଚାର ବା ଆଲୋଚନା ବା ସମାଧାନ ପାଇଁ ସବ୍କମିଟି ନିଯୁକ୍ତ ହୁଅନ୍ତି, ସେହି ସେହି କାର୍ଯ୍ୟର ଇଂରାଜୀ ବା ଦେଶୀୟ ନାମ ପୂର୍ବେ ଯୁକ୍ତ ହୋଇ ଓ ଶବ୍ଦ ବ୍ଯବହୃତ ହୁଏ । ଯଥା— ଟେକ୍ସ୍ଟ୍ ବୁକ୍ ବା ପାଠ୍ୟ ପୁସ୍ତକ ସବ୍ କମିଟି — (Text Book Subcommitteeଡିଷ୍ଟ୍ରିକ୍ଟ ବୋର୍ଡ଼୍ ବା ଲୋକାଲ୍ ବୋର୍ଡ଼ ବା ମିଉନିସି ପାଲିଟିଙ୍କ ଅଧୀନ ଏଡ଼ୁକେସନ୍ ବା ଶିକ୍ଷା ସବ୍କମିଟି(Education Subcimmittee),ଫାଇନାନ୍ସ୍ ବା ଅର୍ଥ ସବ୍ କମିଟି(Finance Subcommittee),ହେଲଥ୍ ବା ସ୍ୱାସ୍ଥ୍ୟ ସବ୍ କମିଟି(Health Subcommitte;(ପବ୍ଲିକ୍ ୱାର୍କସ୍ ବା ପୂର୍ତ୍ତ ବିଭାଗ ସବ୍ କମିଟି(public works Sub committee.]