ସବ୍ଓଭର୍ସିଅର୍ Sub obhar-siar

  • ବୈଦେ. (ଇଂ) ବି. — ଓଭର୍ସିଅରଙ୍କ ଅଧସ୍ତନ କର୍ମଚାରୀ — Sub-overseer
  • ବୈଦେ. (ଇଂ) ବି. — [ଦ୍ର—ସାଧାରଣତଃ ବାରିକମିସ୍ତ୍ରୀ — (P.W.Dବା ପୂର୍ତ୍ତ ବିଭାଗରେ ଏହି କର୍ମଚାରୀ ନିଯୁକ୍ତ ହୁଅନ୍ତି]