ସବ୍ଇନିସ୍ ପେକ୍ଟର୍ Sab ini-spekṭar

  • ବୈଦେ. (ଇଂ) ବି. — ଇନ୍ସପେକ୍ଟରଙ୍କ ଅଧସ୍ତନ ପରିଦର୍ଶକ କର୍ମଚାରୀ — Sub-Inspector
  • ବୈଦେ. (ଇଂ) ବି. — [ଦ୍ର— ସ୍କୁଲ — (School),ପୁଲିସ୍(police),ନିମକି(Salt),ଅବକାରୀ(Excise),ଇତ୍ୟାଦି ବିଭାଗର ଇନ୍ସ୍ପେକ୍ଟରଙ୍କ ଅଧସ୍ତନ କର୍ମଚାରୀଙ୍କ ଉପାଧି ପୂର୍ବରେ ସବ୍ ଶବ୍ଦ ଲଗାଇ ତତ୍ତତ ବିଭାଗର ଅଧସ୍ତନ ହାକିମଙ୍କୁ ଚିହ୍ନାଇ ଦିଆଯାଏ ଯଥା ସବ୍ଇନ୍ସେପକ୍ଟର ଅଫ୍ ସ୍କୁଲ୍ସ, ସବ୍ଇନ୍ସପେକ୍ଟର ଅଫ୍ ପୋଲିସ, ସବଇନ୍ ସ— ପେକ୍ଟର ଅଫ ଏକ୍ସାଇଜ୍]