ସବ୍ ସେକ୍ସନ୍ Sab seksan

  • ବୈଦେ. (ଇଂ) ବି — ଆଇନ୍ ଆଦିର ସେକ୍ସନ୍ ବା ଦଫା ତଳେ ଥିବା ଉପବିଧି — Sub- section of a Law or Act or Rule
  • ବୈଦେ. (ଇଂ) ବି — କୌଣସି କର୍ମବିଭାଗର ଅଧୀନ ଉପବିଭାଗ — Subsection of a section of a department