ସବ୍ ଲୋଟ୍ Sab-loṭ

  • ଦେ. ବିଣ (ସଂ. ସର୍ବ ଓ ଲୁଠ ଧାତୁ; ଯେ ସବୁ ମଜା ଲୁଟି କରେ) — ଲମ୍ପଟ — Lecherous
  • ଦେ. ବିଣ (ସଂ. ସର୍ବ ଓ ଲୁଠ ଧାତୁ; ଯେ ସବୁ ମଜା ଲୁଟି କରେ) — ମଉଜିଆ (ବ୍ଯକ୍ତି) — A merry and sportive person