ସବ୍ ଲେଟ୍ କରିବା Sab leṭ karibā

  • ଦେ. କ୍ରି (ଇଂ. ସବ୍ ଲେଟ୍) — ନିଜର ରଇତି ବା ଅନ୍ଯ ଅଧସ୍ତନ ସ୍ୱତ୍ୱକୁ ଅନ୍ଯ କାହାକୁ ପଟା ଦେବା — To sublet one's tenancy holding or lease
  • ଦେ. କ୍ରି (ଇଂ. ସବ୍ ଲେଟ୍) — ଗୃହସ୍ୱାମୀଙ୍କ ଠାରୁ ଭଡ଼ାରେ ନେଇଥିବା ଗୃହ ଆଦିକୁ ଅନ୍ଯ ବ୍ଯକ୍ତିକୁ ଭଡ଼ା ଦେବା — To sublet a house which one has taken from the owner on hire or rent