ସବ୍ ଲମ୍ବର୍ଦାର୍ Sab lambar-dār
- ପ୍ରାଦେ. (ସମ୍ବଲପୁର) ବି — ମାହାଲର ନିମ୍ନ ସତ୍ତ୍ୱା— ଧିକାରୀ ବ୍ଯକ୍ତିମାନଙ୍କ ନିର୍ବାଚିତ ପ୍ରତିନିଧି — A person appointed to represent the inferior proprietors of a village or estate
- ପ୍ରାଦେ. (ସମ୍ବଲପୁର) ବି — (ସମ୍ବଲପୁର ମାନୁଆଲ୍, 1028 ) — (ସମ୍ବଲପୁର ମାନୁଆଲ୍,1028)