ସବ୍ ଡିଭିଜନ୍ Sab ḍibhijan
- ବୈଦେ. ବି. (ଇଂ) — ଜିଲ୍ଲାର ଅଧସ୍ତନ ମହକୁମା — (administrative) Subdivision of a District
- ବୈଦେ. ବି. (ଇଂ) — ବାରିକ ମିସ୍ତ୍ରୀ ଇଲାକାର ଡିଭିଜନ୍ ଅଧୀନ ଇଲାକା — Subdivision under a P.W.D. Division
- ବୈଦେ. ବି. (ଇଂ) — [ଦ୍ର—ରାଜକୀୟ ଶାସନାର୍ଥ ପ୍ରତ୍ୟେକ ଜିଲ୍ଲା ଅଧୀନ ଗୁଡ଼ିଏ ସବ୍ ଡିଭିଜନ୍ ଥାଏ ଓ ବାରିକ ମିସ୍ତ୍ରୀ — (P.W.D.)ଇଲାକାର ପ୍ରତ୍ୟେକ ଡିଭିଜନ୍ ଅଧୀନ ମଧ୍ୟ ଗୁଡ଼ିଏ ସବ୍ଡ଼ିଭିଜନ ଥାଏ; ଜିଲ୍ଲାର ରାଜଧାନୀ ଓ ତତ୍ସନ୍ନିକଟସ୍ଥ ଅଞ୍ଚଳର ଶାସନାର୍ଥ ପେଉଁ ସବ୍ଡିଭିଜନ ଥାଏ ତାକୁ ସଦର ସବ୍ ଡିଭିଜନ୍ ଓ ତହିଁର ଭାରପ୍ରାପ୍ତ ଅଧସ୍ତନ ହାକିମଙ୍କୁ ସଦର ସବ୍ଡିଭିଜନ୍ ବା (ସଦର ସବ୍ ଡିଭିଜନଲ୍) ମାଜିଷ୍ଟ୍ରେଟ୍ ବୋଲାଯାଏ]