ସବେବରାତ୍ Sabebarāt

  • ବୈଦେ. ବି (ଫା. ସବ୍=ଶର୍ବରୀ=ରାତ୍ରି+ ଇ=ର+ବରାତ୍=ମୁକ୍ତିଦାନ; ପାପମୋଚନ, ସବ୍—ଇ—ବରାତ୍=ପାପ ମୋଚନର ରାତ୍ରି) — ସୁବେରାତ୍; ମୁସଲମାନଙ୍କ ପର୍ବ— ବିଶେଷ — Name of a Mahomedan festival
  • ବୈଦେ. ବି (ଫା. ସବ୍=ଶର୍ବରୀ=ରାତ୍ରି+ ଇ=ର+ବରାତ୍=ମୁକ୍ତିଦାନ; ପାପମୋଚନ, ସବ୍—ଇ—ବରାତ୍=ପାପ ମୋଚନର ରାତ୍ରି) — [ଦ୍ର—ଏହି ଦିନ ରାତିରେ ନମାଜ ପଢ଼ିଲେ ଓ ରୋଜା ରଖିଲେ ଅର୍ଥାତ୍ ଉପବାସ କଲେ ବହୁ ପୁଣ୍ୟଲାଭ ହୁଏ। ଏହି ଦିନ ପିତୃଲୋକଙ୍କ ନାମରେ ଦରିଦ୍ରଙ୍କୁ ଖଇରାତ୍ ଦେବାର ଉପଦେଶ ମୁସଲମାନ୍ ଶାସ୍ତ୍ରରେ ଅଛି।]