ସବୁର୍ ଗଛରେ ମେଉଆ ଫଳେ Sabur gachhare meuā phaḻe

  • ଦେ. ଢଗ — ହିନ୍ଦିର 'ସବୁର୍ କା ଝାଡ଼ମେ ମେବା ଫଲତା' ପ୍ରବଚନର ଅନୁବାଦ)—ଧୈର୍ଯ୍ୟଶୀଳ ବ୍ଯକ୍ତି ସୁଫଳ ଲାଭ କରେ — A patient man gets a good reward
  • ଦେ. ଢଗ — [ଦ୍ର—ମେଉଆ=ସୁମିଷ୍ଟ କାବୁଲି ଫଳ। ଧୈର୍ଯ୍ୟ ସହିତ ଅପେକ୍ଷା କଲେ ମେଉଆ ପରି ସୁମିଷ୍ଟ ଫଳ ଲାଭ ହୁଏ।]