ସବୁନ୍ତି Sabunti

  • ଦେ. ସର୍ବନାମ (ସଂ. ସର୍ବ) — ସମସ୍ତେ — All
  • ଦେ. ସର୍ବନାମ (ସଂ. ସର୍ବ) — ସବିଙ୍କି; ସମସ୍ତଙ୍କୁ — To all
  • ଗ୍ରା. ସର୍ବନାମ — ସମସ୍ତଙ୍କର; ସବୁରି — Of all
  • ଗ୍ରା. ସର୍ବନାମ — (ଉ—ଏହିମତି ସବୁନ୍ତି ସୁଖ, ଯୁବତୀକେ ଭୁଜ ମୁଖକେ ମୁଖ ପ୍ରାଚୀ, ରହସ୍ୟମଞ୍ଜରୀ।)