ସବୁଥିରୁ Sabuthiru

  • ଦେ. ସର୍ବନାମ — ସବୁ ବିଷୟରୁ — From all matters
  • ଦେ. ସର୍ବନାମ — ସବୁ ବସ୍ତୁରୁ — From all things
  • ଦେ. ସର୍ବନାମ — ସବୁ କାର୍ଯ୍ୟରୁ — From all works
  • ଦେ. ସର୍ବନାମ — ସର୍ବାପେକ୍ଷା — Than all