ସବୁଥିକି Sabuthiki

  • ଦେ. ସର୍ବନାମ — ସବୁ ସ୍ଥାନକୁ — To all places
  • ଦେ. ସର୍ବନାମ — ସବୁ ବିଷୟ ପ୍ରତି — For all matters
  • ଦେ. ସର୍ବନାମ — ସବୁ କାର୍ଯ୍ୟକୁ — To all works