ସବିନୟ Sabinaya

  • ସଂ. ବିଣ (ସ=ସହ+ବିନୟ; ବହୁବ୍ରୀହି) — ବିନୀତ; ବିନୟ— ଯୁକ୍ତ — With modesty; modest; respectful
  • କ୍ରି. ବିଣ — ବିନୟ ସହକାରେ — Modestly; respectfully