ସବିଧ Sabidha

  • ସଂ. ବିଣ (ସ=ସମାନ ଅଟେ ବିଧା=ପ୍ରକାର ଯାହାର; ବହୁବ୍ରୀହି) — ସଦୃଶ — Similar
  • ସଂ. ବିଣ (ସ=ସମାନ ଅଟେ ବିଧା=ପ୍ରକାର ଯାହାର; ବହୁବ୍ରୀହି) — ସମୀପ; ନିକଟ — Contiguous; near