ସବିତ୍ରୀ Sabitrī

  • ସଂ. ବିଣ. ସ୍ତ୍ରୀ (ସୂ ଧାତୁ+ତୃ+ସ୍ତ୍ରୀ. ଈ) — ଜନୟିତ୍ରୀ; ପ୍ରସୂତି — (female) Begetting; giving birth to
  • ବି. ସ୍ତ୍ରୀ — ଜନନୀ; ମାତା — Mother
  • ବି. ସ୍ତ୍ରୀ — ଗାଈ — Cow